ପାରାଦୀପ ପ୍ରଶାସନର ଦୃଷ୍ଟି ପଡ଼ୁ

ପାରାଦୀପ ପ୍ରଶାସନର ଦୃଷ୍ଟି ପଡ଼ୁ

ପାରାଦୀପ ଗଡ, (ଆଇଏନ୍ଏସ୍): ପାରାଦୀପ ବନ୍ଦରକୁ ପ୍ରବେଶ କରୁଥିବା ଟ୍ରକ୍ ହେଲପର ମାନଙ୍କର ଦୟନୀୟ ଜୀବନ ଏଠାରେ ଦେଖିବାକୁ ମିଳୁଛି! ସେମାନେ ବନ୍ଦର ନିଷିଦ୍ଧାଂଚଳରେ ପ୍ରବେଶ କରି ପାରୁ ନଥିବାରୁ ବର୍ଷା, କାକର, ମଶା ଓ ଡ଼ାଂଆଶର ଶିକାର ହୋଇ ରାସ୍ତା କଡ଼ରେ ପଡ଼ି ରହୁଛନ୍ତି । ବନ୍ଦର ନଗରୀ ପାରାଦୀପରେ ରହଣୀ ସୁବିଧା କେନ୍ଦ୍ର ଟିଏ ବି ନାହିଁ! ଏହି ସମସ୍ୟାର ସମାଧାନ ପାଇଁ ପାରାଦୀପ ପ୍ରଶାସନ ଦୃଷ୍ଟି ଦେବା ଉଚିତ ।

Leave a Reply

Your email address will not be published.