ଭୁବନେଶର ଘାଟିକିଆ ଅଂଚଳରେ ଏକ ନିଆରା ହୋଲି

ଭୁବନେଶର ଘାଟିକିଆ ଅଂଚଳରେ ଏକ ନିଆରା ହୋଲି

ଭୁବନେଶର ଘାଟିକିଆ ଅଂଚଳରେ ଦେଖିବାକୁ ମିଳିଛି ଏକ ନିଆରା ହୋଲିö ଏମାନଂକ ହୋଲି ପୋଷାକ ଟିକେ ହଟକେ କାରଣ,  ପୋଷାକ, ଟୋପି ଏବଂ ପିଚକାଳି ରେ ବିଭିନ୍ନ ରାଜନୈତିକ ଦଳ ମାନଂକର  ଚିହ୍ନ ରହିଛି| ଯାହାକି ସଂପୂଣ୍ଣ ନିଆରା । ଆଗକୁ ନିରବାଚନ ଥିବାବେଳେ ମତଦାତାଂକ ମଧୟରେ ଦେଖା ଯାଇଛି ଉତ୍କଣ୍ଠା ଏଥି ସହ ହୋଲି ପ୍ରମାଣିତ କରିଛି ଯେ ଏହା ହେଉଛି ଭାଈଚାରାର ପର୍ବ ।

Leave a Reply

Your email address will not be published.