ପାରାଦୀପରେ ଘର ପୋଡ଼ି ପାଉଁଶ!

ପାରାଦୀପ, (ଓଏନ୍ଏସ୍): ପାରାଦୀପରେ ଦୀପାବଳୀ ଉତ୍ସବ ପାଳନ ବେଳେ ଆଜି ଗୋପାଳଜୀଉ କଲୋନୀରେ ଟୁନା ପଲେଇ ନାମକ ଜନୈକ ବ୍ୟକ୍ତିଙ୍କ ଘର ପୋଡ଼ି ପାଉଁଶ ହୋଇ ଯାଇଥିବା ଖବର ମିଳିଛି ।

Leave a Reply

Your email address will not be published.