ଭାଜପାର ଭୁବନେଶ୍ୱର (ଉତର)ର ଜନ ସଂପର୍କ ପଦଯାତ୍ରା ସ୍ଥଗିତ

ଭୁବନେଶ୍ୱର, (ଓଏନ୍ଏସ୍): ଗତକାଲି ଜାମୁକାଶ୍ମିରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନ ମାନେ ଶହିଦ ହୋଇଥିବା କାରଣରୁ ଆଜିର ଜନ ସଂପର୍କ ପଦଯାତ୍ରା ଅଭିଯାନକୁ ସ୍ଥଗିତ ରଖାଗଲା ବୋଲି ଭାଜପା ଭୁବନେଶ୍ୱର (ଉତର)ର ଆବାହକ ଜିତେନ୍ଦ୍ରିୟ ଷଡଙ୍ଗୀ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ତେବେ ଆଜି କାର୍ଯ୍ୟକ୍ରମର ଅପ୍ରତ୍ୟାଶିତ ବନ୍ଦ ପାଇଁ ଆମେ ଦୁଃଖିତ ଓ ପରବର୍ତୀ ବୈଠକର ଦିନାଙ୍କ ଓ ସମୟ ସୂଚନା ପରେ ଜଣାଇ ଦିଆଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published.