ଜିପସମ୍ ପରିବହନରେ ବ୍ୟାହତ ଯୋଗୁ ଗଣଧାରଣା

ପାରାଦୀପ,(ଆଇଏନ୍ଏସ୍): ପାରାଦୀପ ଅଂଚଳରେ ଜିପସମ୍ ପରିବହନ ସମୟରେ ବିରୋଧ ହେବାରୁ ୪-ଟି ସଂଘ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣ ଧାରଣା ଦିଆ ଯାଇଥିଲା । ତେବେ ଆସନ୍ତା ୯ ତାରିଖରେ ଏହି ସମସ୍ୟାର ସାମାଧାନ ପାଇଁ ଉଭୟ ପକ୍ଷଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଅବଗତ କରାଯାଇଛି ।

Leave a Reply

Your email address will not be published. Required fields are marked *