ବଜରଙ୍ଗବାଲୀ ଅଟୋ ସଂଘରେ ସାଧାରଣନ୍ତ୍ର ଦିବସ ପାଳିତ

ଭୁୁବନେଶ୍ୱର, (ଆଇଏନ୍ଏସ୍): ଜୟବଜଙ୍ଗବାଲି ଅଟୋ ସଂଘ ପକ୍ଷରୁ ପବିତ୍ର ୭୧ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ତୋଷ ଦାସ ପତାକା ଉତୋଳନ କରିଥିଲେ । ସୁକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତା ଓ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *