ଓଡ଼ିଶାରେ ଖାଲି ଥିବା ହୋମିଓ ସହାୟକ ପଦବୀ ପୂରଣ ପାଇଁ ଦାବି

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟରେ ସରକାରୀ ସ୍ୱୀକୃତିପ୍ରାପ୍ତ ମୋଟ ୫୭୦ ହୋମିଓପାଥୀ ସହାୟକ ପଦବୀ ମଧ୍ୟରୁ ବର୍ତମାନ ସୁଦ୍ଧା ୪୫୦ ରୁ ଉଦ୍ଧ୍ୱର୍ ଖାଲି ପଡ଼ିଛି! ଯେଉଁଥିପାଇଁ ସାରା ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ହୋମିଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ତୁରନ୍ତ ଖାଲି ପଦବୀ ଗୁଡ଼ିକ ପୂରଣ ପାଇଁ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *