ପୁରୀ-କଟକ ରାଜପଥ ଶୂନଶାନ୍

ଭୁବନେଶ୍ୱର, (ଆଇଏନ୍ଏସ୍): ସମଗ୍ର ପୃଥିବୀର ପ୍ରାୟ ସମସ୍ତ ଦେଶରେ ମାରାତ୍ମକ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଏଣୁ ଆମ ଦେଶକୁ ଏହି ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର ବିକଳ ଅବସ୍ଥା! ଅହରହ ଚଳଚଂଚଳ ଥିବା ପୁରୀ-କଟକ ରାଜପଥ ମଧ୍ୟ ଏବେ ଶୂନଶାନ୍ ହୋଇ ଯାଇଛି ।

Leave a Reply

Your email address will not be published.