ପୁରୀ ମନ୍ଦିର ଅନୁସରଣରେ ପାରାଦ୍ୱୀପ ଜଗନ୍ନାଥ ମନ୍ଦିରରେ ସ୍ନାନପୂର୍ଣ୍ଣିମା

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ଜଗନ୍ନାଥ ମନ୍ଦିତ ଟ୍ରଷ୍ଟ ଓ ଜଗନ୍ନାଥ ସମାଜର ନିଷ୍ପତି ଅନୁସାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନୁସରଣ କରି ପାରାଦ୍ୱୀପରେ ପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ବିଧି ଅନୁସାରେ ପାଳନ ହେଉଛି । ଏଥିରେ ଖୁବ୍ କମ୍ ସଂଖ୍ୟକ ସେବାୟତଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଏହି କାର୍ଯ୍ୟକ୍ରମ କରାଯାଉଛି । କୌଣସି ଭକ୍ତ ଓ ସଂପୃକ୍ତ ନଥିବା କୌଣସି ସେବାୟତଙ୍କୁ ସହଯୋଗ କରିବା ପାଇଁ ପାରାଦ୍ୱୀପ ଜଗନ୍ନାଥ ମନ୍ଦିରର ପରିଚାଳନା ନ୍ୟାସୀ ବୈଷ୍ଣବ ଚରଣ ମହାନ୍ତି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.