କେନ୍ଦ୍ରାପଡ଼ା ଲୋକସଭା ଅଂଚଳରେ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଜନସମର୍ଥନ ବଢୁଛି!

ଭୁବନେଶ୍ୱର, (ଓଏନ୍ଏସ୍): ପୂର୍ବତନ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଣାଙ୍କୁ ବିଜେଡ଼ିରୁ ନିଲମ୍ବନ କରାଯିବା ପରେ ଏଇ ନିକଟରେ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ପରବର୍ତୀ

Read more