ଅପୂର୍ବା ଶାରଦୀୟ ବିଶେଷାଙ୍କ ରାଜ୍ୟପାଳ ଙ୍କ ଦ୍ୱାରା ଲୋକାର୍ପିତ

ଅପୂର୍ବା ଶାରଦୀୟ ବିଶେଷାଙ୍କ ରାଜ୍ୟପାଳ ଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ଓଡ଼ିଶାର ଲୋକପି୍ରୟ ସାହିତ୍ୟ ପତି୍ରକା “ଅପୂର୍ବା ଶାରଦୀୟ ବିଶେଷାଙ୍କ-୨୦୨୧” କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଲୋକାର୍ପିତ କରିଛନ୍ତି । ଅପୂର୍ବାର ଏହି ସ୍ୱତନ୍ତ୍ର ସଂଖ୍ୟାରେ ଉଚ୍ଚକୋଟିର କାହାଣୀ, କାବ୍ୟ କବିତା, ଅନୁଦିତ କବିତା, ଅନୁଦିତ କାହାଣୀ,ଅନୁଦିତ ଆତ୍ମ ଚରିତ, ଧର୍ମାଲୋଚନା, ଗ୍ରନ୍ଥ ଆଲୋଚନା ସହିତ ଭ୍ରମଣ କାହାଣୀ ଆଦି ସ୍ଥାନିତ ହୋଇଛି ।

Leave a Reply

Your email address will not be published.