ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ସୀତାରାମ ପରିବାର ପକ୍ଷରୁ ଆର୍ଥିକ ସେବା ପ୍ରଦାନ

ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ସୀତାରାମ ପରିବାର ପକ୍ଷରୁ ଆର୍ଥିକ ସେବା ପ୍ରଦାନ

ପାରାଦ୍ୱୀପ,(ଆଇଏନ୍ଏସ୍): ଅଯୋଧ୍ୟାର ବିଶ୍ୱ ପ୍ରସିଦ୍ଧ ଶ୍ରୀରାମ ଜନ୍ମଭୂମୀରେ ଭବ୍ୟରାମ ମନ୍ଦିର ନିର୍ମାଣ ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା “ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ” ସ୍ଥାପିତ ହୋଇଛି । ଏହି ଟ୍ରଷ୍ଟକୁ ବିଜେପିର ନାରୀନେତ୍ରୀ, ଏନଓସି ଫାଉଣ୍ଡେସନର ରାଜ୍ୟ ସଂଯୋଜିକା ତଥା ଜଗତସିଂହପୁର ଜିଲ୍ଲା ସୀତାରାମ ପରିବାର ଅଧ୍ୟକ୍ଷା ଶୈଳେନ୍ଦ୍ରୀ ଶେନାପତି ଏବଂ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ସୀତାରାମ ପରିବାର ମିଳିତ ସହଯୋଗରେ ୬୬ହଜାର ୬୬୬ଟଙ୍କା ସେବା ଅର୍ଥ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published.