ସାମ୍ବାଦିକଙ୍କ ପିତୃ ବିୟୋଗ

ପାରାଦ୍ୱୀପ,(ଆଇଏନ୍ଏସ୍): ପାରାଦୀପର ସାମ୍ବାଦିକ ପଂଚାନନ ବେହେରାଙ୍କ ପିତା ବାନାମ୍ବର ବେହେରା(୯୭)ଙ୍କର ବାଲିକୁଦାର ଓଷକଣା ଗ୍ରାମରେ ପରଲୋକ ହୋଇ ଯାଇଛି । ସ୍ୱର୍ଗତ ବେହେରା ଦୀର୍ଘ ଦିନ ହେମ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଶ୍ରୀ ବେହେରା ଜଣେ ପରୋପକାରୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *