ଗୋଦାବରୀ ଶକ୍ତିପୀଠ

ଗୋଦାବରୀ ଶକ୍ତିପୀଠ ବା ସର୍ବଶୈଲ, ଭାରତୀୟ ଉପ-ମହାଦେଶରେ ଥିବା ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହା ମଧ୍ୟ ହିନ୍ଦୁ ମାନଙ୍କ ପାଇଁ ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରେ ଗୋଟିଏ । ଏହି ଶକ୍ତିପୀଠ ଭାରତର ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ରାଜମୁନ୍ଦରୀ

Read more