ଆଦର୍ଶ ଶିକ୍ଷକଙ୍କ ପରଲୋକ
କଟକ, (ଆଇଏନ୍ଏସ୍): ଆଦର୍ଶ ଶିକ୍ଷକ ହରେକୃଷ୍ଣ ସ୍ୱାଇଁଙ୍କ ମହିଷାମୁଣ୍ଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେ ନାଉଁଗା ବାଲିସାହିସ୍ଥିତ ବିପିନ ବିହାରୀ ମ୍ମ ଇଂରାଜୀ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଶିକ୍ଷକତା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ହାଇସ୍କୁଲ ୧୯୮୫ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ତରଫରୁ ତାଙ୍କର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ସ୍ୱାଇଁ ଜଣେ ଛାତ୍ରବସôଳ ଆଦର୍ଶ ଶିକ୍ଷକ ଭାବେ ଘରେ ଘରେ ପରିଚିତ ଥିଲେ । ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ହରି ସାର୍ ବୋଲି ଡାକୁଥିଲେ । ତାଙ୍କ ବିୟୋଗରେ ସର୍ବଶ୍ରୀ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ନକୁଳ ଗୋଚ୍ଛାୟତ, ପ୍ରତାପ ଲେଙ୍କା, ଅକ୍ଷୟ ମହାନ୍ତି, ଅଭୟ କୁମାର ପାଢୀ, ପ୍ରସନ୍ନ ଦାସ, ଅରୁଣ ଲେଙ୍କା, ଚୈାଧୁରୀ ବିରଂଚି ନାରାୟଣ ଦାସ ଓ ପ୍ରୀତିରଂଜନ ଦାସ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
With havin so much written content do you ever run into any problems of
plagorism or copyright violation? My site has a lot of
completely unique content I’ve either written myself or outsourced but it looks like a lot
of it is popping it up all over the internet without my agreement.
Do you know any ways to help protect against content from being stolen? I’d
certainly appreciate it.
Terrific article! This is the type of information that should be shared around the web.
Shame on Google for not positioning this put up upper!
Come on over and talk over with my website . Thanks =)
lb888 ให้ความสำคัญกับการถอนเงินของผู้ใช้เพื่อให้สมาชิกสามารถทำธุรกรรมได้อย่างสะดวกและรวดเร็ว
โดยเว็บไซต์มีวิธีการถอนเงินที่ง่ายและปลอดภัย ผู้เล่นสามารถถอนเงินได้ผ่านช่องทางต่างๆ
ที่รองรับ เช่น การโอนเงินผ่านธนาคาร หรือการใช้บริการ e-wallets
ที่ได้รับความนิยมในปัจจุบัน ขั้นตอนการถอนเงินทำได้ง่ายๆ เพียงเข้าสู่ระบบ เลือกเมนูการถอนเงิน จากนั้นกรอกจำนวนเงินที่ต้องการถอนและเลือกวิธีการที่สะดวกที่สุด
การถอนเงินจะดำเนินการโดยอัตโนมัติภายในระยะเวลาที่กำหนด ซึ่งมักใช้เวลาไม่เกิน 24 ชั่วโมง ขึ้นอยู่กับวิธีการถอนที่เลือก
http://site2.aesa.pb.gov.br/aesa/news/?id=ibl-bet
Appreciating the commitment you put into your
site and detailed information you present. It’s awesome to come
across a blog every once in a while that isn’t the same
out of date rehashed material. Fantastic read! I’ve saved your site and I’m
including your RSS feeds to my Google account.