ରାଜନଗର ବିଧାନସଭା କ୍ଷେତ୍ର: ବିଜେଡ଼ି ପ୍ରାର୍ଥୀ ବହୁ ଆଗରେ
ରାଜନଗର, (ଓଏନ୍ଏସ୍): ସଂପ୍ରତି ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ପାଣିପାଗ ବଦଳୁଛି । ଏଥର ଏହି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଧୃବ ସାହୁ, କଂଗ୍ରେସରୁ ବିଧାୟକ ଅଂଶୁମାନ ମହାନ୍ତି ଓ ବିଜେପିରୁ ଅଲେଖ ଜେନାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ । ରାଜନଗର ବିଧାନସଭା କ୍ଷେତ୍ର ଅନୁଧ୍ୟାନ ପରେ ଜାଣିବାକୁ ମିଳୁଛି ଯେ, ବିଧାୟକ ଅଂଶୁମାନ ମହାନ୍ତି ନିଜ ସଂଗଠନକୁ ମଜଭୁତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟତଃ ଏଠାରେ ବିଜେପିର କୌଣସି ସଶକ୍ତ ସଂଗଠନ ନଥିଲେ ମଧ୍ୟ ପୂର୍ବତନ ବିଧାୟକ ଅଲେଖ ଜେନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ସମଗ୍ର ରାଜନଗର ବିଧାନସଭା ଅଂଚଳରେ ବିଜେଡ଼ି ପ୍ରାର୍ଥୀ ଧୃବ ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ତାଙ୍କର ରାଜନୀତିକ ଦକ୍ଷତା ଜିଲ୍ଲାବାସୀ ଜାଣିଛନ୍ତି । ଦୀର୍ଘଦିନ ଧରି ଜିଲ୍ଲା ବିଜେଡ଼ି ସଭାପତି ଦାୟୀତ୍ୱରେ ରହି ସେ ଜିଲ୍ଲାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ଜଡ଼ିତ ରହିଛନ୍ତି । ବହୁପ୍ରତିଭାର ଅଧିକାରୀ ଧୃବ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇତିଧ୍ୟରେ ନିଜର ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ରାଜନଗର ବାସୀଙ୍କର ଅତି ନିକଟତର ହୋଇ ପାରିଛନ୍ତି । ରାଜନଗର ଅଂଚଳରେ ତାଙ୍କର ବ୍ୟାପକ ଲୋକ ସଂପର୍କ ଥିବାରୁ ଏହି ଆସନରେ ସେ ସହଜ ବିଜୟ ଳାଭ କରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ । ତାଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ରାଜନଗର ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
buy priligy australia Furthermore, the presence of ERОІ stimulates accumulation of histone H3 lys4 trimethylation H3K4me3 and RNA polymerase II RNA Pol II on ERО± repressed genes, inducing H3K4me3 associated epigenetic activation of the transcription of these repressed genes that can promote p53 based tumor suppression
Well last week I start feeling somethi Show More Just wanted to pass along my Mirena story order priligy online uk 95 PR B excluded; all p values p values
buy generic cytotec pill Dual conditional CRISPR Cas9 system is efficient for gene knockout
can i purchase cytotec tablets On the one hand, as a scholar bureaucrat Libido Supplements does pre workout bad for erectile dysfunction under how much watetmelon to eat for erectile dysfunction the monarchical system, it is naturally a great honor does pre workout bad for erectile dysfunction to be so close to the emperor
buy lasix uk The effectiveness of an osteoporosis prevention education programme for women in Hong Kong a randomized controlled trial