କରୋନା ବିରୋଧରେ ଲଢି ଜୀବନ ଯୁଦ୍ଧ ଜିତିଲେ କରୋନା ଯୋଦ୍ଧା

କରୋନା ବିରୋଧରେ ଲଢି ଜୀବନ ଯୁଦ୍ଧ ଜିତିଲେ କରୋନା ଯୋଦ୍ଧା

ପାରାଦ୍ୱୀପ,  (ଆଇଏନ୍ଏସ୍): ପାରାଦ୍ୱୀପର ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ରବିନ୍ଦ୍ର କୁମାର ଜେନା କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ଶନିବାର ସୁସ୍ଥ ହୋଇ କରୋନା ବିରୋଧି ଲଢେଇରେ ସେ ଜୀବନଯୁଦ୍ଧ ଜିତି ରବିବାର ଦିନ ପାରାଦ୍ୱୀପ ରେ ପହଂଚିବା ପରେ ଏସ୍.ୟୁଜେ, ପାରାଦ୍ୱୀପ ପ୍ରେସ୍ ମିଡିଆ, ପ୍ରତ୍ରକାର ପରିଷଦ, ଏନଓସି ଫାଉଣ୍ଡେସନ୍, ଆକ୍ଟିଭ ପାରାଦ୍ୱୀପ ସୋସିଆଲ କ୍ଳବର ସଦସ୍ୟ/ ସଦସ୍ୟା ମାନଙ୍କ ସମେତ କାର୍ଯ୍ୟରତ ସାମ୍ବାଦିକମାନେ ଶ୍ରୀ ଜେନାଙ୍କ ସହ ତାଙ୍କ ସହଧର୍ମିଣୀ ରୋଶନି କରିଣ ଜେନାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । କରୋନା ଲଢେଇରେ ଜୀବନ ଯୁଦ୍ଧ ଜିତିଥିବାରୁ ପ୍ରଭୁ ଶ୍ରୀଜଗନ୍ନାଙ୍କ ଆର୍ଶୀବାଦ ବୋଲି ସେ କୋହ ସମ୍ବାଳି ନପାରି କହିଥିଲେ । ତାଙ୍କୁ ଭଲପାଉଥିବା ବନ୍ଧୁ ମାନଙ୍କ ସମେତ ଷ୍ଟାର ନର୍ସିଂ ହୋମ ଏମଡି ସରୋଜ ମିଶ୍ର, ଆଡ୍ ଆନେକ୍ସ ହସ୍ପିଟାଲ କର୍ତୃପକ୍ଷ, ବରିଷ୍ଠ ଆଇନଜୀବୀ ତପନ କୁମାର ଦାଶ, ରାଜ୍ୟ ଏସ୍ୟୁଜେ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ବନ୍ଧୁ ଦୀପକ କୁମାର ବାରିକ, ଅନୁପମା ପରିଜା, ଶଶାଙ୍କ ଆଚାର୍ଯ୍ୟ, ସବିତା ମହାପାତ୍ର, ସଞ୍ଜୟ ମିଶ୍ର, ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

3 thoughts on “କରୋନା ବିରୋଧରେ ଲଢି ଜୀବନ ଯୁଦ୍ଧ ଜିତିଲେ କରୋନା ଯୋଦ୍ଧା

  1. Walton bIfyuZBZyy 5 29 2022 best site to buy priligy Table 5 Incidence of Adverse Events Exceeding Placebo Rate and Reported in 1 of Patients Treated with DETROL Tablets 2 mg bid in 12 week, Phase 3 Clinical Studies Body System Adverse Event DETROL N 986 Placebo N 683 Autonomic Nervous accommodation abnormal 2 1 dry mouth 35 10 General chest pain 2 1 fatigue 4 3 headache 7 5 influenza like symptoms 3 2 Central Peripheral Nervous vertigo dizziness 5 3 Gastrointestinal abdominal pain 5 3 constipation 7 4 diarrhea 4 3 dyspepsia 4 1 Urinary dysuria 2 1 Skin Appendages dry skin 1 0 Musculoskeletal arthralgia 2 1 Vision xerophthalmia 3 2 Psychiatric somnolence 3 2 Metabolic Nutritional weight gain 1 0 Resistance Mechanism infection 1 0 in nearest integer

Leave a Reply

Your email address will not be published.