କଳାପତାକା ଅଭିଯାନ ଚାଲିରହିବ

କଳାପତାକା ଅଭିଯାନ ଚାଲିରହିବ

 ଭୁବନେଶ୍ୱର, (ଆଇଏନ୍ଏସ୍) : କ୍ରମାଗତ କଳାପତାକା ଅଭିଯାନ ଚାପରେ ମାତ୍ର ଚାରିମାସ ବ୍ୟବଧାନରେ ଓଡ଼ିଶା ସରକାରୀ ଭାଷା ଆଇନର ଦ୍ବିତୀୟ ବାର ସଂଶୋଧନ ପାଇଁ ସରକାର ବାଧ୍ୟ ହୋଇଥିଲେ ମଧ୍ୟ ଅତି ଚତୁରତାର ସହ  ଓଡ଼ିଆ ଭାଷା ସ୍ଵାର୍ଥକୁ ଏଥିରେ ବିପଦାପନ୍ନ କରାଯାଇଛି । ଏହି ବିପତ୍ତି ସମ୍ପୂର୍ଣ ଶେଷ ହେବାଯାଏଁ କଳାପତାକା ଅଭିଯାନ ଚାଲି ରହିବ

Leave a Reply

Your email address will not be published.