ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ଭୁବନେଶ୍ୱର,(ଆଇଏନ୍ଏସ୍): କେନ୍ଦ୍ରାପଡ଼ା ଜିଲ୍ଲା ପାଟଳିପଙ୍କ ଗ୍ରାମର ଇ.ପରୀକ୍ଷିତ ତି୍ରପାଠୀଙ୍କ(୮୪ ବର୍ଷ)ର ଆଚାର୍ଯ୍ୟବିହାର ସ୍ଥିତ ନିଜ ବାସଭବନରେ ଗତ ୧୮ତାରିଖରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ୩ ପୁଅ, ବୋହୂ, ୩ ଝିଅ, ଜ୍ୱାଇଁ, ନାତିନାତୁଣୀ ଓ ସଂପର୍କୀୟମାନେ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, କର୍ତବ୍ୟନିଷ୍ଟ, ଶୃଙ୍ଖଳିତ ଓ ସମାଜସେବୀ ଥିଲେ । ସ୍ଥାନୀୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଜଡ଼ିତ ଥିଲେ । ସ୍ୱର୍ଗତ ତି୍ରପାଠୀଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଯୋଗୁ ତାଙ୍କର ପରଲୋକରେ ସାରା ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published.