ଶାଶୂଘର ଆଗରେ ବୋହୂର ଧାରଣା!
ପାରାଦୀପ, (ଆଇଏନ୍ଏସ୍): ପାରାଦୀପ ନୂଆଗଡ଼ ଗ୍ରାମ ପଂଚାୟତ ଅନ୍ତର୍ଗତ ବାଲଦିଆ ଗ୍ରାମରେ ସ୍ୱାମୀର ଘର ଆଗରେ ସ୍ତ୍ରୀ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଆଇଏନ୍ଏସ୍ କୁ ପ୍ରାପ୍ତ ଖବର ଅନୁଯାୟୀ ବାଲଦିଆ ଗ୍ରାମର ନିରଂଜନ ରାଉତଙ୍କ ପୁତ୍ର ଚନ୍ଦନ ରାଉତଙ୍କର ବଗଦିଆ ଗ୍ରାମର ସନ୍ତୋଷ ବିଶ୍ୱାଳଙ୍କ ଝିଅ ମାନିନୀ ବିଶ୍ୱାଳଙ୍କ ସହିତ ଗତ ତା.୧୨.୦୭.୨୦୧୬ ରିଖରେ ବୈଦିକ ଋତିରେ ବିବାହ ହୋଇଥିଲା । ବିବାହ ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ହସଖୁସିରେ ଚାଲିଥିଲା ସେମାନଙ୍କର ସଂସାର । କିନ୍ତୁ ମାନିନୀଙ୍କର ସନ୍ତାନ ନହେବାରୁ ଶ୍ୱଶୂର ଘର ଲେକେ ମାନିନୀକୁ ଘରୁ ବିଦା କରି ଦେଇଥିବା ଅଭିଯୋଗ ହୋଇଥିଲା । ସେଦିନ ଠାରୁ ୩ ଥର ଗ୍ରାମର ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ନଥିଲା । ସୂଚନାଯୋଗ୍ୟ ଯେ, ପାରାଦୀପ ଲକ୍ ଥାନା ଓ ନ୍ୟାୟାଳୟରେ ମଧ୍ୟ ଏହି ମାମଲା ବିଚାରାଧୀନ ରହିଛି । ତେବେ ଚନ୍ଦନ ଇତିମଧ୍ୟରେ ଦ୍ୱିତୀୟ ବିବାହ କରି ଗୋଟିଏ ଝିଅର ବାପ ହୋଇଥିବା ତାଙ୍କର ପ୍ରଥମ ପତ୍ନୀ ମାନିନୀ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆଜି ମାନିନୀ ଶ୍ୱଶୂରଘରକୁ ଆସି ଚନ୍ଦନର ଦ୍ୱିତୀୟ ସ୍ତ୍ରୀ ଓ ଝିଅକୁ ଦେଖି ଏହାର ପ୍ରତିବାଦ କରିବାରୁ ତାଙ୍କୁ ଶାଶୂଘର ଲୋକେ ମାଡ଼ ମାରି ଘରୁ ବିଦା କରିଦେଇଥିବା ମାନିନୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମାନିନୀ ଶାଶୂରଘର ଆଗରେ ଧାରଣା ଦେଇଥିବା ଜଣାପଡ଼ିଛି । ତେବେ ଶାଶୂଘର ଲୋକେ ନିଜ ଘରର କବାଟ-ଝରକା ବନ୍ଦ କରି ଫେରାର ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।
Educate patients on the symptoms of hypersensitivity and to discontinue WELLBUTRIN SR if they have a severe allergic reaction priligy dapoxetine review Dietary ingredients, especially the type and amount of fats, are important in liver fat deposition, which is responsible for 15 of liver fat content 31
Preclinical studies suggest IP6 has anticancer 1 3 4 9 10 12 and antiangiogenic 16 effects priligy united states Figure 12 illustrates the pH dependent IDR of a monobasic compound R as base with a p K a of c
2019 Jan; 7 2 e13983 order cytotec for sale
Продвижение сайтов в Москве – https://stalingradpictures.ru
Обучение и образование за границей – https://friendlyeducation.ru