ସଚିବାଳୟରେ ପୁନଃନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀ!
ଭୁବନେଶ୍ୱର, (ଆଇଏନ୍ଏସ୍): ଚିଫ ସେକ୍ରେଟାରି ମହୋଦୟ ନିକଟରେ ନିଦେ୍ର୍ଦଶ ଦେଇଥିଲେ ଯେ, ଅବସରପ୍ରାପ୍ତ ଅଧିକାରୀଙ୍କୁ ଆଉ ନିଯୁକ୍ତି ଦିଆଯିବ ନାହିଁ । ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନଙ୍କୁ ଅବ୍ୟାହତି ଦିଆଯିବ । ମାତ୍ର ଅକ୍ଟୋବର ୩୧ ତାରିଖ ସୁଦ୍ଧା କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ଅଧିକାରୀଙ୍କ ତାଲିକା ପ୍ରକାଶ କରାଗଲା । ମୁଖ୍ୟସଚିବ ଦେଖିବେ କି?
ସାଧାରଣ ପ୍ରଶାସନ ବିଭାଗ ।
୧. ନନ୍ଦ କିଶୋର ସେଠୀ, ପୂର୍ବତନ ସ୍ୱତନ୍ତ୍ର ସଚିବ । ୨. ମହେନ୍ଦ୍ର କୁମାର ରଥ, ପୂର୍ବତନ ଯୁଗ୍ମସଚିବ । ୩. ଅରୁଣାଂଚଳ ଦାସ, ପୂର୍ବତନ ସ୍ୱତନ୍ତ୍ର ସଚିବ ।
୪. ଉପେନ୍ଦ୍ର ନାଥ ଓଝା, ପୂର୍ବତନ ଅନୁଶାସନ ସଚିବ ୫. ନଟବର ନ. ପୂର୍ବତନ ଡେସ୍କ ଅଫିସର ୬. ରମାକାନ୍ତ ଦାଶ, ପୂର୍ବତନ ସ୍ୱତନ୍ତ୍ର ସଚିବ(ଓଏସ,ଏସ.ସି) । ୭. ଉଗ୍ରସେନ ପଣ୍ଡା, ପୂର୍ବତନ ସଂସ୍ଥା ଅଧିକାରୀ । ୮. ପ୍ରଫଲ୍ଲ କୁମାର ମହାରଣା, ପୂର୍ବତନ ଅନୁଶାସନ ସଚିବ
ପଂଚାୟତିରାଜ ବିଭାଗ
୧.ବିରଂଚି ନାରାୟଣ ଦାସ, ପୂର୍ବତନ ନିଦେ୍ର୍ଦଶକ(ଓରମାସ) । ୨. ଅଜୟ କୁମାର ଦାସ, ପୂର୍ବତନ ଉପଶାସନ ସଚିବ । ୩. ମନୋଜ କୁମାର ସାମଲ, ପୂର୍ବତନ ପରିସଂଖ୍ୟାନ ଅଧିକାରୀ । ୪. ନାଥ ବେହେରା, ପୂର୍ବତନ ଅନୁଶାସନ ସଚିବ । ୫. ଜୟକୃଷ୍ନ ପଟନାୟକ, ପୂର୍ବତନ ପରିସଂଖ୍ୟାନ ଅଧିକାରୀ ।
ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ
୧.ଖଗେନ୍ଦ୍ର ନାଥ ପାଢୀ, ପୂର୍ବତନ ସ୍ୱତନ୍ତ୍ର ସଚିବ
ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ
୧.ସଂଜୀବ କୁମାର ମିଶ୍ର, ପୂର୍ବତନ ସ୍ୱତନ୍ତ୍ର ସଚିବ । ୨. ସୁଶିଲ କୁମାର ଦାସ, ପୂର୍ବତନ ଉପସଚିବ
ଜଙ୍ଗଲ ଓ ପରିବେଶ ବିଭାଗ
୧. ଅନାଦି ଚରଣ ମହାନ୍ତି, ପୁର୍ବତନ ଯୁଗ୍ମସଚିବ । ୨. ପ୍ରମୋଦ କୁମାର ପଣ୍ଡା, ପୂର୍ବତନ ଅନୁସଚିବ । ୩. ଅରୁଣ କୁମାର ମିଶ୍ର, ପୂର୍ବତନ ଡେସ୍କ ଅଫିସର ।
୪. ରସାନନ୍ଦ ସାହୁ, ପୂର୍ବତନ ଡେସ୍କ ଅଫିସର । ୫.ରାମ ଚନ୍ଦ୍ର ସେଠୀ, ପୂର୍ବତନ ଯୁଗ୍ମ ସଚିବ । ୬.ଗୀତା ପ୍ରସାଦ ଦାଶ, ପୂର୍ବତନ ଅଣ୍ଡରସେକ୍ରେଟାରି ।
୭. ଅମରେନ୍ଦ୍ର ଖଟୁଆ, ପୂର୍ବତନ ଡେସ୍କ ଅଫିସର ।
ପରିବହନ ବିଭାଗ
୧.ଭ୍ରମରବର ମହାପାତ୍ର, ପୂର୍ବତନ ଉପସଚି
ଅଣୁ, କ୍ଷୁଦ୍ର ଓ ମଧ୍ୟମଶିଳ୍ପ ବିଭାଗ
୧.ଦେବେନ୍ଦ୍ର ନାଥ ମହାପାତ୍ର, ପୂର୍ବତନ ଯୁଗଗ୍ମସଚିବ
ଜଳସମ୍ପଦ ବିଭାଗ
୧. ଧୋବେଇ ଚରଣ ସାହୁ, ପୂର୍ବତନ ଅତିରିକ୍ତ ସଚିବ । ୨. ଦେବରାଜ ବିଶ୍ୱାଳ, ପୂର୍ବତନ ଅନୁ ସଚିବ
ଉଚ୍ଚଶିକ୍ଷା ବିଭାଗ
୧. ମନୋରଂଜନ ପଟ୍ଟନାୟକ, ପୂର୍ବତନ ଅତିରିକ୍ତ ସଚିବ । ୨. ବେଣୁଧର ଦାସ, ପୂର୍ବତନ ଅତିରିକ୍ତ ସଚିବ
ରାଜସ୍ୱ ବିଭାଗ
୧.ସୁରେଶ ଚନ୍ଦ୍ର ସାହୁ । ୨.ଝାଟୁ ଚରଣ ବେହେରା
ମୁଖ୍ୟମନ୍ତ୍ରୀଙ୍କ ଦପ୍ତର
୧. ଦିଲ୍ଲିପ କୁମାର ମହାନ୍ତି, ପୂର୍ବତନ ଆଇଏଏସ । ୨. ନୃସିଂହ ଚରଣ ପଟ୍ଟନାୟକ, ପୂର୍ବତନ ସେକସନ ଅଫିସର