ଗୁଗୁଲ ଟ୍ରାନ୍ସପୋର୍ଟର ବନ୍ଧୁମିଳନ

ପାରାଦ୍ୱୀପ,(ଓଏନ୍ଏସ୍): ପାରାଦୀପ ନେହେରୁବଙ୍ଗଳା ଠାରେ ଆଜି ଗୁଗଲ ଟ୍ରାନ୍ସପୋର୍ଟ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂସ୍ଥାର କର୍ମକର୍ତାଓ ଶୁଭେଚ୍ଛୁ ମାନେ ସାମିଲ ହୋଇ ପରିବହନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଆଲୋଚନା କରିଥିଲେ । ବନ୍ଧୁମିଳନରେ ସଂସ୍ଥା ପକ୍ଷରୁ ଗୀତାଞ୍ଜଳୀ ସ୍ୱାଇଁ, ଇଂ.ପ୍ରତାପ ସ୍ୱାଇଁ, ଇଂ.ସତ୍ୟବ୍ରତ ପରିଡା,ଡା.ସୁବ୍ରତ ପରିଡା, ଯୁବରାଜ ମହାରଣା ପ୍ରମୁଖ ଯୋଗଦେଇଥିବା ବେଳେ ରାଜନ କୁମାର ସାହୁ, କାଳନ୍ଦୀ ପଢିହାରୀ, ତପନ ମହାପାତ୍ର, ଶୁବାହୁ ବାରିକ, ଅସିତ କୁମାର ସେଠୀ, ସୁବାସ ସେଠୀ ଓ ପରିବାରବର୍ଗ ସାମିଲ ହୋଇଥିଲେ ।

Leave a Reply

Your email address will not be published.