କିଟ୍ ବିଶ୍ୱବିଦ୍ୟାଳୟର ରାଜମଣିଙ୍କୁ ମେଡ଼ାଲ ପ୍ରଦାନ

କିଟ୍ ବିଶ୍ୱବିଦ୍ୟାଳୟର ରାଜମଣିଙ୍କୁ ମେଡ଼ାଲ ପ୍ରଦାନ

ଭୁବନେଶ୍ୱର, (ଆଇଏନ୍ଏସ୍/ଓଏନଏସ୍): ମଙ୍ଗଳବାର ଦିନ କିଟ୍ ବିଶ୍ୱବିଦ୍ୟାଳୟ ତରଫରୁ ଶ୍ରୀ ରାଜମଣି ମହାନ୍ତିଙ୍କୁ ଭାଇସ୍ ·ନେସେଲର ମେଡ଼ାଲ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ମହାନ୍ତି ବି.ଏସ୍ସି, ଏଲ୍ଏଲ୍ବିରେ ସର୍ବୋଚ୍ଚ (ସି.ଜି.ପି.ଏ ୯.୪୧) ନମ୍ବର ରଖି ୨୦୨୦ ବର୍ଷ ପାଇଁ (ସ୍କୁଲ୍ ଅଫ୍ ଲ) ବିଶ୍ୱବିଦ୍ୟାଳୟ ପାଇଁ ଗୌ÷ରବ ମଣ୍ଡନ କରିଛନ୍ତି । ରୌପ୍ୟ ଏବଂ ଭାଇସ୍ ·ନ୍ସେଲର ମେଡାଲ ସାର୍ଟିଫିକେଟ, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଶ୍ରୀଯୁକ୍ତ ଅଚୁ୍ୟତ ସାମନ୍ତ ପ୍ରଦାନ କରିଛନ୍ତି । ଉକ୍ତ ଉତ୍ସବରେ ପ୍ରୋ.ଭି.ସି. ସସ୍ମିତା ସାମନ୍ତ, ରେଜିଷ୍ଟାର ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମହାନ୍ତି, ଆଡ଼ମିଶନ ଡ଼ାଇରେକ୍ଟର ଶ୍ରୀ ପି.କେ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀ, ପ୍ରାଇଭେଟ ସେକ୍ରେଟାରୀ ଶ୍ରୀ ତି୍ରଲୋଚନ ରାୟ ଉପସ୍ଥିତ ଥିଲେ ।
ରାଜମଣିଙ୍କ ପିତା ବିଶ୍ୱନାଥ ମହାନ୍ତି, ଜିଲ୍ଲା ଲାୟନ୍ସ ଗଭର୍ଣ୍ଣର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀ, ମାତା-ରେବତୀ ସ, ଓଡ଼ିଶା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଏବଂ ଭଉଣୀ ସ୍ମୃତି ମହାନ୍ତି, ଟିସିଏସ୍ କମ୍ପୁଟର ଇଞ୍ଜିନିୟର ତଥା ଭିଣୋଇ ଡଃ ଦେବାଶୀଷ ସୌମ୍ୟରଞ୍ଜନ ଦାସ, ବରିଷ୍ଠ ରେଡ଼ିଓଲୋଜିଷ୍ଟ, କର୍ଣ୍ଣେଲ ଏୟାର କମାଣ୍ଡ ହସ୍ପିଟାଲ ଜବଲପୁର, ମଧ୍ୟପ୍ରଦେଶ, ଏକମାତ୍ର ସନ୍ତାନ । ଶ୍ରୀ ମହାନ୍ତି ଇକ୍ଷକ୍ଷ ଓଦ୍ଭୟସବ ଗକ୍ଟକ୍ଟଗ୍ଧ ଉକ୍ଟଙ୍କକ୍ସଗ୍ଧ ପରୀକ୍ଷାରେ ସର୍ବଭାରତୀସ୍ତରରେ ସଫଳ ହୋଇ କିଟ୍ ପାଇଁ ସମ୍ମାନ ସ୍ୱରୂପ, କେରଳ ହାଇକୋର୍ଟ ମୁଖ୍ୟ ବି·ରପତିଙ୍କ ଠାରୁ ମେଡ଼ାଲ ଗ୍ରହଣ କରି ଗୌରବ ଅର୍ଜନ କରିଛନ୍ତି ।
ରାଜମଣିର ପିତାମାତା ବିଶ୍ୱନାଥ ଏବଂ ରେବତୀ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

2 thoughts on “କିଟ୍ ବିଶ୍ୱବିଦ୍ୟାଳୟର ରାଜମଣିଙ୍କୁ ମେଡ଼ାଲ ପ୍ରଦାନ

Leave a Reply

Your email address will not be published.