ମା’ଶାରଳାଙ୍କ ମେଳା ଭକ୍ତିମୟ ପରିବେଶରେ ଅନୁଷ୍ଠିତ
ପାରାଦୀପ, (ଓଏନ୍ଏସ୍): ମହାକାଳପଡା ବ୍ଲକ ଜୟ ଚନ୍ଦ୍ରପୁର ପଂଚଚାୟତ ମା’ ତାରିଣୀ ମହାବିଦ୍ୟାଳୟରେ ପ୍ରତିବର୍ଷ ଭଳି ମା’ ଶାରଳାଙ୍କ ମେଳା ଭକ୍ତି ମୟ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ଶୁଭ କାମନା ମନାସି ତଥା ଅନୁଷ୍ଠାନର ଉତରତୋର ଉନ୍ନତି ନିମନ୍ତେ ଏହି ପୂଜାର ଆୟୋଜନ କରାଯାଇଥାଏ । କଳସ ଯାତ୍ରା ସହିତ ଘଟ ସ୍ଥାପନ ତଥା ବ୍ରାହ୍ମଣଙ୍କ ମନ୍ତ୍ର ପାଠ ପରେ ବିଦ୍ୟାର୍ଥୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ପୂଜା ସମାପନ ଓ କଳସ ବିସର୍ଜ୍ଜନ କାରାଯିବା ପରେ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା । ବାର୍ଷିକ ପରିକ୍ଷା ପୂର୍ବରୁ ବିଦ୍ୟାଦାତ୍ରୀ ମା ଶାରଳାଙ୍କ ପୂଜା ଏହି ଶିକ୍ଷାନୁଷ୍ଠାନରେ କରାଯାଇଥାଏ ବୋଲି କହିଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ।
Transvaginal ultrasound- guided oocyte retrieval was conducted 32- 36 h after GnRH agonist administration priligy 30 mg 5 years was also as high with tamoxifen as with placebo 64
priligy dapoxetine PMID 18436694 Nozell S, Laver T, Moseley D, Nowoslawski L, Devos M, Atkinson GP, Harrison K, Nabors LB, Benveniste EN