କ୍ରୁଷକ କଂ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର
ବରୀ, (ଯାଜପୁର ସୁରେଶ କର): ବରୀ ବ୍ଲକ ଅନ୍ତର୍ଗତ ଅଲିଆବାଦ ଠାରେ ପ୍ରଧାନମନ୍ତ୍ରୀ କୌଶଳ ଅଭିବୃଦ୍ଧି ଯୋଜନା ମାଧ୍ୟମରେ କ୍ରୁଷକ ମାନଙ୍କୁ ଗତ ୪ତାରିଖରୁ ଧାନ ଚାଷ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯିବା ସହ ଧାନ ଚାଷ ର ତଳି ରୁଆ ଠାରୁ ଆରମ୍ଭ କରି ଫସଲ ର ବିଭିନ୍ନ ପର୍ୟ୍ୟାୟ ର ଚାଷ ସମ୍ବନ୍ଧୀୟ ଗ୍ୟାନ କୌଶଳ ବିଷୟରେ ମା ସନ୍ତୋଷୀ ଅନୁଷ୍ଠାନ ପକ୍ଷରୁ ଅଭିଜ୍ଞ ପ୍ରଶିକ୍ଷକ କଂ ମାଧ୍ୟମରେ ଶିକ୍ଷା ଦିଆଯାଉଛି ।
ଉକ୍ତ ଶିବିର ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଜାରି ରହିବ ଓ ପରେ ପରେ ଚାଷୀ ମାନକଂ ର ପରୀକ୍ଷା କରାଯିବ ।
ଉନ୍ନୀତ ଚାଷୀ କଂ ସରକାର କଂ ପକ୍ଷରୁ ପ୍ରମାଣପତ୍ର ମିଳିବା ନେଇ ଅନୁଷ୍ଠାନ ପକ୍ଷରୁ ସୁଚନା ମିଳିଛି ।
ଉକ୍ତ ଶିବିର କୁ ଫକୀର ବାବୁ କଂ ସହ ସନ୍ତୋଷୀ ସଂସ୍ଥା ର ପ୍ରଭାସ ମହାନ୍ତି , ସଚିଦାନଂଦ ମିଶ୍ର ସହଯୋଗ କରୁଛନ୍ତି ।
ସୁଚନା ମୁତାବକ ପ୍ରତିଦିନ ସମସ୍ତ ପ୍ରଶିକ୍ଷାର୍ଥୀ ଉପସ୍ଥିତ ରହି ପ୍ରଶିକ୍ଷକ କଂ ଠାରୁ ଶିକ୍ଷା ଗ୍ରହଣ କରିବା ସହ ସରକାରଙ୍କ ଏଭଳି ପଦକ୍ଷେପ କୁ ସାଧୁବାଦ ଜଣାଇଛନ୍ତି ।