ନବୀନ ଖେଳି ପାରନ୍ତି ମାଷ୍ଟର ଷ୍ଟ୍ରୋକ

ଭୁବନେଶ୍ୱର, (ଓଏନ୍ଏସ୍): ବିଜେଡ଼ିରେ ଥିବା ଦୁର୍ନୀତିଗ୍ରସ୍ତ ନେତା, ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତା ଓ ବେନାମୀ ସଂପତି ବଢଉଥିବା ନେତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କେଉଁ ମୁହୂର୍ତରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ପାରନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି । ଏସଂପର୍କରେ କୁଆଡ଼େ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ନେତାଙ୍କ କାର୍ଯ୍ୟକଳାପକୁ ନିରୀକ୍ଷଣ କରୁଛନ୍ତି । ଏଥିଯୋଗୁ କିଛି ନେତା ସଜାଗ ହୋଇ ହୋଇ ଯାଇଥିବା କୁହାଯାଉଛି ।

Leave a Reply

Your email address will not be published.