ଉତରରେ ସ୍ୱାଧୀନ ଭାବେ ପ୍ରାର୍ଥପତ୍ର ଦାଖଲ କଲେ ରାଜକୁମାର

ଉତରରେ ସ୍ୱାଧୀନ ଭାବେ ପ୍ରାର୍ଥପତ୍ର ଦାଖଲ କଲେ ରାଜକୁମାର

ଭୁବନେଶ୍ୱର, (ଓଏନ୍ଏସ୍): ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥୀ ଭାବେ ପା୍ରର୍ଥୀପତ୍ର ଦାଖଲ କରିଛନ୍ତି ରାଜକୁମାର ରାଉତ । ତୃତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ କରିବାର ଆଜି ଶେଷ ଦିନ ଥିଲା । ଏଥିରେ ବିଜେଡି, ବିଜେପି, କଂଗ୍ରେସର ପ୍ରାର୍ଥୀମାନେ ବିଭିନ୍ନ ପଟୁଆରରେ କର୍ମୀମାନଙ୍କ ସହିତ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜକୁମାର ରାଉତ କିଛି କମ୍ ନଥିଲେ । ସେ ପ୍ରାୟ ଦୁଇ ହଜାରରୁ ଅଧିକ କର୍ମୀଙ୍କ ସହିତ ଆରଟିଓ-୨ ସମ୍ମୁଖରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କୈାଣସି ଦଳରେ ନଥାଇ ମଧ୍ୟ ତାଙ୍କ ଲୋକସଂପର୍କ ଦେଖି ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave a Reply

Your email address will not be published.