୨୫ରୁ ବିଧାନସଭା

ଭୁବନେଶ୍ୱର, (ଆଇଏନ୍ଏସ୍): ଆସନ୍ତା ୨୫ତାରିଖରୁ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନ ବସିବ । ଏହା ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁଇଟି ପର୍ଯ୍ୟାାୟରେ ଅଧିବେଶନ ବସିବ । ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ । ୨୮ ତାରିଖରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯିବ । ବଜେଟ ଉପରେ ୨ଦିନ ସାଧାରଣ ଆଲୋଚନା କରାଯିବ । ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ । ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିବ ।

Leave a Reply

Your email address will not be published.