ଓଡ଼ିଶାରେ ବଢୁଛି ବିଜେପିର ଶକ୍ତି!

ଶରତ କୁମାର ରାଉତ
ଦେଶର ପ୍ରାୟ ୩୦ ଭାଗ ଖଣିଜ ସଂପଦ ଓଡ଼ିଶାରେ ରହିଛି । ଖଣିଜ ସଂପଦ ପାଇଁ ଆମ ଦେଶ ଓ ବିଦେଶ ଆମ ରାଜ୍ୟ ଉପରେ ନିର୍ଭର କରନ୍ତି । ଓଡ଼ିଶାରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ସେହିପରି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଦାରିଦ୍ର୍ୟର ଉତ୍ପାତ ବେଶୀ । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ଶିଶୁ ଓ ମାତୃ ମୃତୁ୍ୟହାର ସର୍ବାଧିକ ଇତ୍ୟାଦି । ନବୀନ ବାବୁ ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ଲଗାତାର ୨୦ ବର୍ଷ ଧରି ଓଡ଼ିଶା ଶାସନ କରି ଆସୁଛନ୍ତି । ହେଲେ ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶାରେ ସେଭଳି କିଛି ବିକାଶ ହୋଇନଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
ବାସ୍ତବରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟର ବିକାଶ ଆଗେଇ ପାରୁନାହିଁ । ଓଡ଼ିଶାର ଗରିବ ଲୋକମାନଙ୍କର ଜୀବନ ଯନ୍ତ୍ରଣାକୁ ପ୍ରଶାସନ ହୁଏତ ବୁଝି ପାରୁନାହିଁ । ଗରିବ ଲୋକର ଉନ୍ନତି ପାଇଁ ସେମିତି କିଛି ସଶକ୍ତ ଯୋଜନା କରାଯାଉ ନାହିଁ କି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଠିକ୍ ଭାବେ ଲୋକଙ୍କ ପାଖରେ ପହଂଚାଉ ନଥିବା ବାରମ୍ବାର ଅଭିଯୋଗ ହେଉଛି । ଖଣି, ପାଣି, କୋଇଲା ମହାଦୁର୍ନୀତି ଓ ଚିଟଫଣ୍ଡ ଠକେଇ, ଦାନ ମାଝୀ, ନଗଡ଼ା, ମାଲକାନଗିରି ଓ କଟକ ଶିଶୁ ମୃତୁ୍ୟ ଘଟଣା ଓଡ଼ିଶାର ଭାବମୂର୍ତିରେ ଆଂଚ ଆଣିଥିବା କୁଯାଇପାରେ । ଓଡ଼ିଶାର ବିକାଶ କେମିତି ଚାଲିଛି, ଏସବୁ ତା’ର ଉଦାହରଣ ମାତ୍ର । ଛଅ ବର୍ଷ ତଳେ ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଶାସନ ଦାୟିତ୍ୱ ନେବା ପରଠାରୁ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଦୃଷ୍ଟି ଦେବା ଆରମ୍ଭ କରିଥିଲେ । ଉପା ସରକାର ତୁଳନାରେ ମୋଦିଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଅନେକ ଗୁଣ ଅନୁଦାନ ଦେଉଛନ୍ତି ଓଡ଼ିଶାକୁ । ମୋଦି ସରକାର ଆସିବା ପରେ ଓଡ଼ିଶାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଆସୁଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦୀନ ଦୟାଲ୍ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନା, ମନରେଗା ଯୋଜନା, ଶ୍ୟାମା ପ୍ରସାଦ ମୁଖାର୍ଜୀ ମିସନ୍, ଉଜ୍ଜ୍ୱଳ ଯୋଜନା, ଗ୍ରାମାଂଚଳରେ ବିଜୁଳି ସଂଯୋଗ, ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ଆଦିରେ ପର୍ଯ୍ୟାପ୍ତ ଅନୁଦାନ ଆସିଛି । ୬୦% ରୁ ଅଧିକ ଗାଁରେ ଶୌଚାଳୟ ନିର୍ମିତ ହୋଇଛି । କୋଇଲା ବଂଟନ କ୍ଷେତ୍ରରେ ନିୟମ ପରିବର୍ତନ ଯୋଗୁ ରାଜ୍ୟକୁ ବହୁ ଅଧିକ ରାଜସ୍ୱ ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍ସିଏଲ୍ ଦ୍ୱାରା ତାଳଚେର ଓ ଏନ୍ଟିପିସି ଦ୍ୱାରା ସୁନ୍ଦରଗଡ଼ରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବ । ସେହିପରି ୬୦% ରୁ ଉଦ୍ଧ୍ୱର୍ ଘରେ ରୋଷେଇ ଗ୍ୟାସ୍ ପହଂଚା ଯାଇଛି ।
ଓଡ଼ିଶାରୁ ବିଜେପିର ୮ଜଣ ଲୋକସଭାକୁ ଯାଇଛନ୍ତି । ୨ଜଣ ଓଡ଼ିଆ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ(ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ) କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଥିବାବେଳେ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ପଦ ପାଇଛନ୍ତି । ଏହା ମଧ୍ୟ ଓଡ଼ିଶାରେ ଭାଜପାର ସ୍ଥିତିକୁ ମଜଭୁତ କରିବାରେ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଶବାସୀଙ୍କୁ ମୁଗ୍ଧ କରିଛି । ବାସ୍ତବତା ଦେଖାଗଲେ, ଓଡ଼ିଶାର ଅର୍ଦ୍ଧାଧିକ ମତଦାତା ଭିତିରିଆ ବିଜେପି ସମର୍ଥକ । କିନ୍ତୁ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଫଳ ହୋଇପାରୁ ନାହିଁ । ମୋଦିଙ୍କ ହାୱା ସତ୍ୱେ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି କାହିଁକି ବିଫଳ ହେଲା, ସେଥିନେଇ ବିଜେପି ସମର୍ଥକ ମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଜେପି କ୍ଷମତା ଦଖଲ ପାଇଁ କ’ଣ ସେଭଳି ଉଦ୍ୟମ କଲାନାହିଁ? ବିଜେପି ଅନେକ ବିକାଶ ମୂଳକ କାର୍ଯ୍ୟ କରିବା ସହ ବହୁ ଉନ୍ନୟନ ଯୋଜନା ହାତକୁ ନେଇଥିଲେ ହେଁ ମତଦାତା ମାନେ ପ୍ରତ୍ୟାଖାନ କରୁଛନ୍ତି କାହିଁକି? ତେବେ ଭୋଟ୍ ପରିଚାଳନାଗତ ତୃଟି ଯୋଗୁ ଯୁବ ଗୋଷ୍ଠୀର ଭୋଟ ଅତି ସହଜରେ ବିଜେଡ଼ି ଅକ୍ତିଆରକୁ ଚାଲିଗଲା ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଇଥିଲେ । ଅନ୍ୟ ପକ୍ଷରେ ଦଳର କିଛି ଖାସ୍ ସମର୍ଥକ ଓ ଶୁଭେତ୍ସୁଙ୍କୁ ଗୁରୁତ୍ୱ ଦିଆଯିବାର ଥିଲା । ବିଜେଡ଼ି ବିରୋଧରେ ଗଦା ଗଦା ଅଭିଯୋଗ ଥାଇ ମଧ୍ୟ ବିଜେପି ଫେଲ୍ ମାରିବା ଆଶ୍ଚର୍ଯ୍ୟର କଥା । ନିର୍ବାଚନ ପୂର୍ବରୁ ବିଜେପି ଦଳ ଓ ବିଜେପି ସରକାରଙ୍କ ଦ୍ୱାରା କୋଟିକୋଟି ଟଙ୍କାର ବିଜ୍ଞାପନ ଦିଆଯାଇ ମତଦାତାଙ୍କୁ ବିଜେପି ପ୍ରତି ଆକର୍ଷିତ ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟପକ୍ଷରେ ଉଦେ୍ଦଶ୍ୟ ମୂଳକ ଭାବେ କିଛି ଗଣମାଧ୍ୟମକୁ ବିଜ୍ଞାପନ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ସେ ଯାହାହେଉ ଓଡ଼ିଶାରେ ବିଜେପିର ନିର୍ବାଚନ ନେତୃତ୍ୱ ନେଉଥିବା ନେତାମାନେ ସଫଳ ହୋଇ ପାରିନଥିଲେ । ରାଜନୀତିକ ଜ୍ଞାନରେ ନିପୁଣ ଓ ଲୋକପ୍ରିୟ ନେତାମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବାର ଆବଶ୍ୟକତା ଥିଲା ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଇଥିଲେ ।
୨୦୧୯ ମସିହା ମଇ ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସଂସଦର ପ୍ରଥମ ଅଧିବେସନ ବେଳେ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କେତେକ ବିଜୟୀ ସାଂସଦ ଧନ୍ୟବାଦ୍ ପ୍ରସ୍ତାବ ଉପରେ ନିଜର ଭାଷଣ ଦେଲେ । ଯେତେବେଳେ ଓଡ଼ିଶାର ନବ ନିର୍ବାଚିତ ସାଂସଦ ପ୍ରତାପ ଷଡ଼ଙ୍ଗୀ(ନନା) ନିଜର ଅଭିଭାଷଣ ପାଇଁ ମଂଚକୁ ଆସିଲେ, ଉପସ୍ଥିତ ନେତାମାନେ ଏପରିକି ଓଡ଼ିଶାର ଅଧିକାଂଶ ଲୋକେ ମଧ୍ୟ ତାଙ୍କର ଭାଷଣ ପ୍ରତିଭା ସଂପର୍କରେ ଜାଣିନଥିଲେ । ମାତ୍ର ତାଙ୍କର ଇଂରାଜୀ, ହିନ୍ଦି, ଓଡ଼ିଆ, ବଙ୍ଗଳା ଓ ସଂସ୍କୃତ ଭଳି ୫ଟି ଭାଷାରେ ଓଜସ୍ୱିନୀ ଭାଷଣ ସମସ୍ତଙ୍କୁ ଅଭିଭୂତ କରି ଦେଇଥିଲା । ସେ ନିଜ ଭାଷଣରେ ଏପରି ପ୍ରସଙ୍ଗ ଉଠାଇଥିଲେ, ଯାହା ଶୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଉପସ୍ଥିତ ସମସ୍ତେ ଅତ୍ୟନ୍ତ ଖୁସି ହୋଇଥିଲେ । ବାସ୍ତବରେ କେବଳ ସେ ଜଣେ ସଫଳ ରାଜନେତା କି ସୁସଂଗଠକ ନୁହନ୍ତି, ବରଂ ସେ ପ୍ରବଚନ ଜଗତ ପାଇଁ ଜଣେ ଜ୍ଞାନୀ ଓ ଧୂରୀଣ ବ୍ୟକ୍ତି ବୋଲି ଜଣାପଡ଼ିଥିଲା । ସବୁବେଳେ ନନା ଲାଗନ୍ତି ନିର୍ଲିପ୍ତ ସନ୍ୟାସୀଟିଏ ଭଳି! ଈଶ୍ୱରୀୟତାର ପ୍ରଲେପ ସ୍ପଷ୍ଟ ବାରି ହୋଇଯାଏ ତାଙ୍କ ଭିତରେ! ହୁଏତ ସେ ଜୀବନର ଆରମ୍ଭରୁ ବୁଝିଛନ୍ତି ମଣିଷ ଜନ୍ମ ଓ ଜୀବନର ବାସ୍ତବ ଉଦେ୍ଦଶ୍ୟ, ମଣିଷ ଭିତରର ଭାବଅଭାବ ଏବଂ ଆବଶ୍ୟକତାକୁ! ଜଣାପଡ଼ନ୍ତି ଯେମିତ ସେ ଲୋଭ, ମୋହ, ମାୟା, ବିଳାସର ବହୁ ଉଦ୍ଧ୍ୱର୍ରେ! ସ୍ଥିତପ୍ରଜ୍ଞ ସାଧୁଟିଏ ଭଳି! ତାଙ୍କ ଠାରେ ଦେଖାଯାଏ ନାହିଁ କୌଣସି ସ୍ୱତନ୍ତ୍ର ବେଶପୋଷାକ, ଚାଲିଚଳନୀ କି ଆଭିଜାତ୍ୟ! ତାଙ୍କର ସାଧାରଣ ପୋଷାକ, ଚାଲିଚଳନୀ ଓ କଥାବାର୍ତା ଭିତରେ ଲୁକ୍କାୟୀତ ମାନବୀୟ ଭାବ ଓ ଗୁଣ ଆକର୍ଷିତ କରେ ସାଧାରଣ ଲୋକଙ୍କୁ ଏବଂ ଅଭିଭୂତ ହୋଇଯାଆନ୍ତି ସମସ୍ତେ । ସାଧାରଣ ଲୋକଙ୍କ ସହିତ ନନାଙ୍କର ମିଳନ ସମୟର ଦୃଶ୍ୟ ସ୍ୱଚକ୍ଷୁରେ ଦେଖିଲେ, ଜାଣି ହେବ ଜଣେ ନେତା ଓ ସାଧାରଣ ମଣିଷ ଭିତରର ବାସ୍ତବ ସଂପର୍କର ରହସ୍ୟକୁ!
ଓଡ଼ିଶାରେ ବିଜେପି ଶାସନ ଗାଦିକୁ ଆସିବାକୁ ହେଲେ, ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ରାଜନୀତିକ ଜ୍ଞନରେ ନିପୁଣ ତଥା ଦୃଢ ନେତୃତ୍ୱର ଆବଶ୍ୟକତା ରହିଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଉଛି । ଅନ୍ୟଥା ଓଡ଼ିଶାରେ ବିଜେପି ଡ଼ଙ୍ଗା ବୁଡ଼ି ନଯାଉ ବୋଲି ଚର୍ଚ୍ଚା ହୋଇ ଆସୁଛି । ଓଡ଼ିଶାରେ ବିଜେପି ଧୀରେ ଧୀରେ ଆଗକୁ ମାଡ଼ି ଚାଲିଥିଲେ ମଧ୍ୟ ଦୃଢ ନେତୃତ୍ୱ ଅଭାବରୁ ଦଳ ମଜଭୁତ ହୋଇ ପାରୁନାହିଁ । ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ପ୍ରତାପ ବାବୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନେଲେଣି । ହୁଏତ ଆଜି ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ପରିଚିତ ଅଳ୍ପ କେତେଜଣ ଓଡ଼ିଆଙ୍କ ଭିତରେ ପ୍ରତାପ ବାବୁ ଅନ୍ୟତମ । ସେହିପରି ଦଳୀୟ ସଭାପତି ସମୀର ମହାନ୍ତିଙ୍କ ଭଳି ବିଜେପିର କେତେକ ଆଗ ଧାଡ଼ିର ତୁଙ୍ଗ ନେତା ମଧ୍ୟ ନିଜର ପ୍ରଚଣ୍ଡ ରାଜନୀତିକ କରିସ୍ମା ବଳରେ ସାଧାରଣ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଦଳୀୟ ନେତା ମାନଙ୍କର ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ବିଜେପି ସଂଗଠନକୁ ମଜଭୁତ କରାଇବାରେ ନିଶ୍ଚୟ ସହାୟକ ହେବ । ହୁଏତ ଆସନ୍ତା ନିର୍ବାଚନରେ ସାରା ଓଡ଼ିଶାକୁ ପଦ୍ମରେ ସଜେଇ ଭାଜପା ଇତିହାସ ରଚିବା ଅସମ୍ଭବ ନୁହେଁ ।

(Photo from https://hindi.news18.com)

232 thoughts on “

  1. Hey! Do you know if they make any plugins to help with
    SEO? I’m trying to get my website to rank for some targeted keywords but I’m
    not seeing very good results. If you know of any please share.
    Cheers! I saw similar art here: Warm blankets

  2. European nations including the Netherlands, Switzerland, Germany, and France have been utilizing various crossing buildings to scale back the conflict between wildlife and roads for several decades and use quite a lot of overpasses and underpasses to protect and re-establish wildlife resembling: amphibians, badgers, ungulates, invertebrates, and other small mammals.

  3. sugar defender reviews For many years, I
    have actually fought unpredictable blood sugar swings that left me really feeling drained and sluggish.
    But since including Sugar my energy levels are now steady and regular, and I
    no more strike a wall in the mid-days. I appreciate that it’s a gentle, natural approach that does not included any type
    of undesirable side effects. It’s truly changed my day-to-day live.

  4. I’m very happy to find this site. I wanted to thank you for ones time just for this wonderful read!! I definitely loved every part of it and i also have you book marked to look at new things in your site.

  5. After I initially left a comment I seem to have clicked on the -Notify me when new comments are added- checkbox and from now on each time a comment is added I get four emails with the exact same comment. Perhaps there is a way you can remove me from that service? Cheers.

  6. I need to to thank you for this excellent read!! I definitely loved every little bit of it. I have got you book-marked to look at new stuff you post…

  7. Hi, I do think this is a great web site. I stumbledupon it 😉 I’m going to revisit once again since i have book marked it. Money and freedom is the greatest way to change, may you be rich and continue to help other people.

  8. Howdy! This post could not be written much better! Going through this article reminds me of my previous roommate! He constantly kept preaching about this. I will send this information to him. Fairly certain he’s going to have a great read. Many thanks for sharing!

  9. Hi! I could have sworn I’ve visited this blog before but after looking at some of the articles I realized it’s new to me. Anyways, I’m definitely pleased I discovered it and I’ll be bookmarking it and checking back frequently!

  10. I seriously love your website.. Pleasant colors & theme. Did you develop this website yourself? Please reply back as I’m planning to create my very own website and would love to know where you got this from or what the theme is named. Cheers!

  11. I’m impressed, I have to admit. Rarely do I encounter a blog that’s both equally educative and amusing, and without a doubt, you’ve hit the nail on the head. The issue is something too few folks are speaking intelligently about. Now i’m very happy I came across this during my search for something concerning this.

  12. May I just say what a relief to uncover someone that actually understands what they’re discussing over the internet. You actually realize how to bring a problem to light and make it important. A lot more people must look at this and understand this side of the story. I was surprised you are not more popular given that you surely possess the gift.

  13. Awesome article! I want people to know just how good this information is in your article. It’s interesting, compelling content. Your views are much like my own concerning this subject.

  14. An impressive share! I have just forwarded this onto a colleague who was conducting a little homework on this. And he in fact bought me lunch because I stumbled upon it for him… lol. So allow me to reword this…. Thank YOU for the meal!! But yeah, thanx for spending time to talk about this topic here on your web site.

  15. I blog quite often and I truly thank you for your content. Your article has truly peaked my interest. I will book mark your blog and keep checking for new information about once per week. I opted in for your Feed too.

  16. When I originally commented I clicked the “Notify me when new comments are added” checkbox and now each time a comment is added I get several e-mails with the same comment. Is there any way you can remove people from that service? Thanks a lot!

  17. There are a couple of intriguing points on time here but I do not know if these center to heart. There may be some validity but Let me take hold opinion until I take a look at it further. Good article , thanks so we want much more! Added onto FeedBurner as well

  18. Can I simply just say what a comfort to uncover somebody who actually understands what they’re discussing over the internet. You definitely realize how to bring an issue to light and make it important. A lot more people should check this out and understand this side of the story. I was surprised that you’re not more popular since you certainly possess the gift.

  19. I’m really loving the appearance/layout of this weblog – Gulvafslibning | Kurt Gulvmand , Will you actually face any browser interface problems… A number of our own visitors sometimes unhappy with my site not operating effectively in Internet Explorer but looks good inside Opera. Do you possess any advice to aid resolve this problem BTW how about Bahrain incredible news flash

  20. This frequently is amazing to me how bloggers for example yourself can find the time and also the commitment to keep on writing terrific content. Your website isgreat and one of my own ought to read blogs. I just had to thank you.

  21. I actually wanted to make a brief word to say thanks to you for all the superb guidelines you are writing on this website. My considerable internet investigation has now been paid with good quality facts to exchange with my family members. I ‘d express that most of us site visitors are extremely fortunate to be in a useful website with very many brilliant people with interesting pointers. I feel really fortunate to have discovered the site and look forward to many more entertaining moments reading here. Thanks once more for a lot of things.

  22. Write more, thats all I have to say. Literally, it seems as though you relied on the video to make your point. You definitely know what youre talking about, why waste your intelligence on just posting videos to your blog when you could be giving us something enlightening to read?

  23. A lot of thanks for all your hard work on this site. My niece really likes getting into investigation and it’s easy to understand why. My partner and i learn all regarding the compelling tactic you present invaluable things via the web site and therefore attract participation from others about this article so my simple princess is always starting to learn a great deal. Take advantage of the remaining portion of the new year. Your conducting a really good job.

  24. An impressive share! I have just forwarded this onto a co-worker who was conducting a little homework on this. And he in fact ordered me breakfast because I stumbled upon it for him… lol. So allow me to reword this…. Thank YOU for the meal!! But yeah, thanx for spending the time to discuss this subject here on your web site.

  25. Someone necessarily assist to make critically articles I’d state. This is the first time I frequented your web page and thus far? I amazed with the analysis you made to make this actual submit incredible. Excellent activity!

  26. Thanks for the sensible critique. Me and my neighbor were just preparing to do some research on this. We got a grab a book from our local library but I think I learned more from this post. I’m very glad to see such fantastic information being shared freely out there.

  27. Exceptional document and even quick to help you recognize justification. Exactly how can As i continue acquiring concur to help you place component belonging to the post inside new newssheet? Getting right credit standing you that publisher and even web page link with the internet site won’t even be a concern.

  28. Right here is the right webpage for everyone who really wants to find out about this topic. You know so much its almost hard to argue with you (not that I personally would want to…HaHa). You certainly put a brand new spin on a subject that has been discussed for ages. Great stuff, just great.

  29. An interesting discussion is worth comment. I believe that you ought to write regarding this topic, it might not be a taboo subject but generally persons are too few to chat on such topics. To another location. Cheers

  30. Simply discovered your site through google and I consider it’s a shame that you’re not ranked greater since this is a implausible post. To alter this I decided to avoid wasting your web site to my RSS reader and I will try to mention you in one of my posts since you really deserv extra readers when publishing content of this quality.

  31. I really love your website.. Pleasant colors & theme. Did you make this amazing site yourself? Please reply back as I’m planning to create my own personal website and would like to learn where you got this from or just what the theme is named. Many thanks!

  32. An impressive share, I given this onto a colleague who was simply performing a small analysis during this. And hubby in truth bought me breakfast simply because I discovered it for him.. smile. So let me reword that: Thnx for that treat! But yeah Thnkx for spending time go over this, I find myself strongly about this and really like reading regarding this topic. If possible, as you grow expertise, does one mind updating your blog post with a lot more details? It is actually extremely useful for me. Massive thumb up due to this writing!

  33. I love your blog post.. comfortable colors & design. Did people style and design this excellent website by yourself and also would anyone rely on someone else to accomplish it available for you? Plz answer since I!|m seeking to style and design my web site in addition to would like to find out where oughout became that coming from. appreciate it

  34. You truly ensure it is appear really easy along with your presentation however i find this kind of matter to become really something which I believe I’d never realize. It seems too complex and extremely great for me. My partner and i’m looking ahead on your own next publish, My partner and i?|lmost all make an effort to get the cling of it!

  35. Hey very cool site!! Man .. Beautiful .. Amazing .. I will bookmark your site and take the feeds also…I’m happy to find a lot of useful info here in the post, we need develop more strategies in this regard, thanks for sharing. . . . . .

  36. Excellent blog you have here.. It’s hard to find excellent writing like yours nowadays. I seriously appreciate people like you! Take care!!

  37. This website is usually a walk-through it really is the information it suited you concerning this and didn’t know who need to. Glimpse here, and you’ll absolutely discover it.

  38. Oh my goodness! Amazing article dude! Thank you, However I am encountering troubles with your RSS. I don’t understand why I am unable to join it. Is there anybody having the same RSS problems? Anyone that knows the answer can you kindly respond? Thanx.

  39. You’re so awesome! I do not believe I’ve truly read something like that before. So nice to discover another person with a few unique thoughts on this subject. Really.. many thanks for starting this up. This website is something that’s needed on the internet, someone with some originality.

  40. I must thank you for the efforts you’ve put in penning this blog. I am hoping to check out the same high-grade content from you in the future as well. In fact, your creative writing abilities has encouraged me to get my own site now 😉

  41. Hi, I do believe this is an excellent site. I stumbledupon it 😉 I may revisit yet again since i have book marked it. Money and freedom is the best way to change, may you be rich and continue to help others.

  42. I blog often and I seriously appreciate your information. Your article has truly peaked my interest. I will take a note of your site and keep checking for new information about once a week. I subscribed to your RSS feed as well.

  43. Good post. I learn something new and challenging on blogs I stumbleupon every day. It will always be useful to read articles from other writers and use something from their sites.

  44. That is a sensible blog site. What i’m saying is them. You’ve a lot of comprehending with this trouble, in so doing much eagerness. In addition , you know how you can also make most people rally associated with the item, clearly from your side effects. You have have some design right here thats not necessarily overly nice, although is really a proclamation the size of what exactly youre declaring. Brilliant employment, in fact.

  45. Fantastic read, I just passed this onto a colleague who was doing a little research on that. And he actually bought me lunch because I discovered it for him smile So let me rephrase that: Thanks for lunch!

  46. He was introduced within the second season of Star Wars Rebels, the place he and the Seventh Sister were tasked with searching the Ghost crew after the Grand Inquisitor’s dying, during which in addition they competed in opposition to one another to develop into the subsequent Grand Inquisitor.

  47. You’re so cool! I do not think I have read something like this before. So good to find another person with some unique thoughts on this subject. Really.. thanks for starting this up. This web site is something that is required on the web, someone with some originality.

  48. An impressive share! I have just forwarded this onto a friend who had been conducting a little research on this. And he actually bought me breakfast simply because I discovered it for him… lol. So let me reword this…. Thank YOU for the meal!! But yeah, thanx for spending time to talk about this matter here on your site.

  49. Next time I read a blog, I hope that it does not disappoint me just as much as this one. I mean, I know it was my choice to read, but I actually believed you would have something useful to say. All I hear is a bunch of complaining about something you could fix if you were not too busy looking for attention.

  50. Having read this I believed it was very informative. I appreciate you spending some time and effort to put this information together. I once again find myself personally spending a lot of time both reading and leaving comments. But so what, it was still worth it.

  51. Oh my goodness! Amazing article dude! Thanks, However I am experiencing troubles with your RSS. I don’t know the reason why I cannot subscribe to it. Is there anybody else having identical RSS issues? Anybody who knows the answer will you kindly respond? Thanks!!

  52. Greetings, I do think your blog may be having browser compatibility problems. Whenever I look at your web site in Safari, it looks fine however, if opening in I.E., it has some overlapping issues. I simply wanted to provide you with a quick heads up! Apart from that, excellent blog.

  53. I truly appreciate this post. I’ve been looking all over for this! Thank goodness I found it on Bing. You have made my day! Thank you again!

  54. Right here is the right web site for everyone who really wants to find out about this topic. You realize so much its almost hard to argue with you (not that I really would want to…HaHa). You certainly put a new spin on a topic which has been written about for decades. Excellent stuff, just great.

  55. Can I just say what a relief to uncover someone that actually knows what they’re talking about on the web. You definitely realize how to bring an issue to light and make it important. More people ought to check this out and understand this side of the story. I was surprised you are not more popular because you definitely have the gift.

  56. I must thank you for the efforts you have put in penning this blog. I am hoping to see the same high-grade content from you later on as well. In fact, your creative writing abilities has encouraged me to get my own, personal website now 😉

  57. Oh my goodness! Amazing article dude! Many thanks, However I am encountering difficulties with your RSS. I don’t understand why I can’t subscribe to it. Is there anyone else getting identical RSS problems? Anybody who knows the answer will you kindly respond? Thanx.

  58. Your style is so unique compared to other folks I’ve read stuff from. Thank you for posting when you’ve got the opportunity, Guess I will just bookmark this page.

  59. Howdy! This post could not be written any better! Looking through this post reminds me of my previous roommate! He always kept preaching about this. I will forward this information to him. Fairly certain he will have a very good read. Many thanks for sharing!

  60. A fascinating discussion is definitely worth comment. There’s no doubt that that you should publish more about this topic, it may not be a taboo subject but typically folks don’t talk about these topics. To the next! Cheers.

  61. Having read this I thought it was really enlightening. I appreciate you taking the time and energy to put this article together. I once again find myself spending a lot of time both reading and commenting. But so what, it was still worthwhile!

  62. Nice post. I learn something totally new and challenging on blogs I stumbleupon on a daily basis. It’s always helpful to read articles from other writers and use a little something from other sites.

  63. III (chs. XXXI-XLII) (Louvain: Institut Orientaliste de Louvain, 1970); idem, L’Enseignement de Vimalakirti (Louvain: Publications Universitaires, 1962), 74-77; and “Der Verfasser des Upadesa und seine Quellen,” Nachrichten der Akademie der Wissenschaften in Gottingen, phil.-hist.

  64. I’m amazed, I must say. Seldom do I encounter a blog that’s equally educative and engaging, and let me tell you, you have hit the nail on the head. The problem is something that too few people are speaking intelligently about. Now i’m very happy that I came across this during my search for something concerning this.

  65. Your style is really unique compared to other people I have read stuff from. Thanks for posting when you have the opportunity, Guess I will just book mark this web site.

  66. Howdy! I just would like to offer you a huge thumbs up for the excellent info you’ve got here on this post. I’ll be returning to your site for more soon.

  67. I ran into this page accidentally, surprisingly, this is a great website. The site owner has done a great job writing/collecting articles to post, the info here is really and helpful when i do research. You just secured yourself a guarenteed reader.

  68. I’m pretty pleased to uncover this site. I wanted to thank you for ones time due to this wonderful read!! I definitely enjoyed every bit of it and I have you book-marked to check out new information in your blog.

  69. Your style is unique compared to other folks I have read stuff from. Thank you for posting when you’ve got the opportunity, Guess I’ll just book mark this web site.

  70. Livable communities prioritize housing choices that cater to the various wants of older adults, corresponding to accessible homes, age-friendly design features, and supportive companies.

  71. A fascinating discussion is worth comment. There’s no doubt that that you ought to write more on this subject matter, it might not be a taboo subject but usually people don’t speak about these issues. To the next! Many thanks!

  72. Very interesting topic, thank you for posting. “The deepest American dream is not the hunger for money or fame it is the dream of settling down, in peace and freedom and cooperation, in the promised land.” by Scott Russell Sanders..

  73. A ceremony at the Southwest Louisiana Veterans Residence honored those who died in service or handed after their tour of responsibility – including the 219 veterans buried in Jennings at one of the five state veteran cemeteries in Louisiana.

  74. Sweet blog! I found it while browsing on Yahoo News. Do you have any tips on how to get listed in Yahoo News? I’ve been trying for a while but I never seem to get there! Thank you

  75. I really appreciate this post. I have been looking everywhere for this! Thank goodness I found it on Bing. You’ve made my day! Thank you again!

  76. The next time I read a blog, I hope that it does not fail me as much as this one. I mean, Yes, it was my choice to read, nonetheless I really believed you’d have something interesting to say. All I hear is a bunch of crying about something that you could fix if you were not too busy looking for attention.

  77. I seriously love your website.. Excellent colors & theme. Did you build this amazing site yourself? Please reply back as I’m attempting to create my own blog and would like to find out where you got this from or just what the theme is named. Cheers.

  78. You have made some good points there. I looked on the web for more information about the issue and found most people will go along with your views on this web site.

  79. Hi, I do think this is an excellent web site. I stumbledupon it 😉 I’m going to return yet again since I book-marked it. Money and freedom is the greatest way to change, may you be rich and continue to help others.

  80. I’m amazed, I have to admit. Seldom do I come across a blog that’s equally educative and engaging, and without a doubt, you have hit the nail on the head. The issue is an issue that too few people are speaking intelligently about. Now i’m very happy that I came across this during my hunt for something regarding this.

  81. Everything is very open with a precise clarification of the challenges. It was really informative. Your site is very helpful. Thanks for sharing.

  82. After going over a handful of the articles on your web site, I truly appreciate your way of blogging. I book-marked it to my bookmark website list and will be checking back soon. Take a look at my web site as well and tell me what you think.

  83. Your style is so unique compared to other folks I’ve read stuff from. Thank you for posting when you have the opportunity, Guess I will just book mark this page.

  84. I’m pretty pleased to discover this web site. I want to to thank you for ones time due to this wonderful read!! I definitely savored every little bit of it and i also have you saved as a favorite to look at new things in your blog.

Leave a Reply

Your email address will not be published.