ସଚେତନ ହେଲା ରେଳବାଇ ପ୍ରଶାସନ: ଭଙ୍ଗାଗଲା ବିପଦ ସଂକୁଳ ବୋର୍ଡ଼
ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ଖୋର୍ଦ୍ଦାରୋଡ଼ ରେଳ ଷ୍ଟେସନ୍ ର ୪ ଓ ୫ନମ୍ବର ପ୍ଲାଟଫର୍ମ ମଝିରେ ଥିବା ବୋର୍ଡ଼ଟି ବହୁଦିନ ଧରି ଯାତ୍ରୀଙ୍କ ପାଇଁ ବିପଦର କାରଣ ହୋଇଥିଲା । ସୂଚନାଯୋଗ୍ୟ ଯେ, ପ୍ଲାଟଫର୍ମ ଉଚ୍ଚ ଥିବାବେଳେ ବୋର୍ଡ଼ ୪ ଫୁଟ ତଳକୁ ଝୁଲି ରହିଥିଲା । ବୋର୍ଡ଼ ନିଚାରେ ଥିବାରୁ ସବୁବେଳେ ମୁଣ୍ଡ ପିଟି ହୋଇ ଅନେକ ଯାତ୍ରୀ ଆହତ ହେଉଥିଲେ । ଦାୟିତ୍ୱରେ ଥିବା ଅଧିକାରୀ ମାନେ ସବୁ ଜାଣି ଚୂପ ବସିଥିଲେ । ମାତ୍ର ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ୭ ଦିନ ଭିତରେ ଖୋର୍ଦ୍ଦାରୋଡ଼ ରେଳ ଷ୍ଟେସନ୍ ର ୪ ଓ ୫ନମ୍ବର ପ୍ଲାଟଫର୍ମ ରେ ଥିବା ଉକ୍ତ ବିପଦ ସଂକୁଳ ବୋର୍ଡ଼ ଟିକୁ ଭଙ୍ଗା ଯାଇଥିବା ଜଣାପଡ଼ିଛି ।
emla cream and priligy tablets Immunofluorescent staining of Axin2 expressing cells with GFP C, in situ hybridisation analysis of dspp expression D and merged image E of damaged superior first molar from Axin2 CreERT2; Rosa26 mT mG flox mice 5 days post damage
viagra priligy Our quality controllers stringently examined these drugs on various parameters
where buy cheap cytotec tablets Knead with the dough hook on low speed or by hand for 5 minutes; adding 1 tablespoon of flour at a time from the remaining 1 2 cup 60g flour as necessary
Создание сайтов в Волгограде – https://stalingradpictures.ru
Образование за границей – https://friendlyeducation.ru
Ne ratez pas l’opportunite de jouer sur une plateforme de qualite et telechargez 888starz Casino sur mobile. Adapte aux utilisateurs iOS et Android, ce logiciel garantit une performance optimale, une compatibilite parfaite et une interface intuitive qui facilite la navigation. Testez-le des aujourd’hui et profitez de vos jeux favoris en toute liberte !
Si vous cherchez une plateforme fiable pour vos paris et vos jeux de casino, alors 888starz Casino mobile est fait pour vous. Inscrivez-vous en quelques clics, profitez de bonus exclusifs et plongez dans un univers de jeux immersif avec des fonctionnalites adaptees aux joueurs exigeants !
Thank you for your shening. I am worried that I lack creative ideas. It is your enticle that makes me full of hope. Thank you. But, I have a question, can you help me?