କେତେ ପାରଙ୍ଗମ ମୁଖ୍ୟମନ୍ସ୍ରୀଙ୍କ ବ୍ୟକ୍ତିଗତ ସଚୀବ!!

କେତେ ପାରଙ୍ଗମ ମୁଖ୍ୟମନ୍ସ୍ରୀଙ୍କ ବ୍ୟକ୍ତିଗତ ସଚୀବ!!
ଶରତ କୁମାର ରାଉତ
ଓଡ଼ିଶା ରାଜ୍ୟ ସଚିବାଳୟର ତୃତୀୟ ମହଲା କିଛି ବର୍ଷ ତଳୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜନୈତିକ ନେତା ହୁଅନ୍ତୁ କି ସାଧାରଣ ଲୋକେ କି ଅନ୍ୟ କେହି, …

Read more

ଆଦିବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଉଦ୍ୟମ ହେଉ

ଆଦିବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଉଦ୍ୟମ ହେଉ

ଓଡ଼ିଶାର ବଣ-ପାହାଡ଼ ଘେରା ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ମଣିଷ ମାନେ ଦାରିଦ୍ର‌୍ୟର ଅନ୍ଧକାର ଭିତରୁ କେବେ ମୁକ୍ତି ପାଇବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମାତ୍ର …

Read more

ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧାନ ହେଉ

ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧାନ ହେଉ
ଶରତ କୁମାର ରାଉତ
ଭାରତୀୟ ଅର୍ଥ ବ୍ୟବସ୍ଥା ପୃଥିବୀରେ ସବୁଠୁ ଦ୍ରୂତ ଗତିରେ ବଢି ଚାଲିଛି । ଆମ ଦେଶ ବିଶ୍ୱର ଷଷ୍ଠ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା । ଆସନ୍ତା ୨୦୨୪ ମଧ୍ୟରେ …

Read more

ମା’ଦକ୍ଷିଣ କାଳୀଙ୍କ ଶକ୍ତିପୀଠ କୋଲକାତା

ମା’ଦକ୍ଷିଣ କାଳୀଙ୍କ ଶକ୍ତିପୀଠ କୋଲକାତା

ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍‌ôବାରୁ ଅତି ଦୁଃଖରେ ସେ …

Read more

ଆଦି ଶକ୍ତିପୀଠ ମା’ତାରା ତାରିଣୀ

ଆଦି ଶକ୍ତିପୀଠ ମା’ତାରା ତାରିଣୀ
ଶରତ କୁମାର ରାଉତ
ଭାରତ ଏକ ପୂଣ୍ୟଭୂମି, ଖାସ ଏହାର ଦେବୀ ଦେବତାଙ୍କୁ ନେଇ । ସୃଷ୍ଟି ଆରମ୍ଭରୁ ପ୍ରତ୍ୟେକ ସ୍ଥାନର ନିଜସ୍ୱ ସ୍ୱତନ୍ତ୍ରତା ଅଛି, ଯାହା ଅଜଣା, କେବଳ ଇତିହାସର ରୂପାନ୍ତର । ଶକ୍ତିପୀଠ, …

Read more

ମୌଳିକ ସମସ୍ୟାର ଆଁ ଭିତରେ ଆଦିବାସୀ ମଣିଷ!

ମୌଳିକ ସମସ୍ୟାର ଆଁ ଭିତରେ ଆଦିବାସୀ ମଣିଷ!

ଶରତ କୁମାର ରାଉତ
ଓଡ଼ିଶାର ବଣ-ପାହାଡ଼ ଘେରା ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ମଣିଷ ମାନେ ଦାରିଦ୍ର‌୍ୟର ଅନ୍ଧକାର ଭିତରୁ କେବେ ମୁକ୍ତି ପାଇବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି …

Read more

ଓଡ଼ିଶା ସିଂହାସନ ଅକ୍ତିଆର କରି ଚାଲିବେ ନବୀନ!!

ଓଡ଼ିଶା ସିଂହାସନ ଅକ୍ତିଆର କରି ଚାଲିବେ ନବୀନ!!
ଶରତ କୁମାର ରାଉତ
ଓଡ଼ିଶାରେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ମ ଥର ପାଇଁ ଓଡ଼ିଶା ସିଂହାସନ ଅକ୍ତିଆର କରିବା ସ୍ୱାଭାବିକ …

Read more